Priyar allashi

696

Zenét készítette: Ramachandra Parida Suno AI

Priyar allashi
v4

@Ramachandra Parida

Priyar allashi
v4

@Ramachandra Parida

Dalszöveg
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ
ପ୍ରିୟାର ସେ ନାଲି ଓଠ କହିଦଉଛି ସେ ମୋତେ
ଭଲ ପାଇବାର ମିଠା କେତେ
ଏଇଠି ଅଛି ଏଇଠି ନାହିଁ
ଏଇଠି ଅଛି ଏଇଠି ନାହିଁ
କରିଦିଏ ଆନମନା ମୋତେ...
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ....


ହାତଧରି ଚାଲିବାକୁ ଶପଥ କରିଛି
ଜୀବନକୁ ମୋ ପାଖରେ ଅଜାଡି ଦେଇଛି,
ମନକୁ ସେ ମୋ ପାଖରେମିଶେଇ ଦେଇଛି
ଛାଡିବାକୁ କେବେ ସିଏ ମନା କରୁଛି....
କାହିଁକି ମୋତେ ପାଗଳ କଲା
କାହିଁକି ମୋତେ ପାଗଳ କଲା
ତା ପାଇଁକି ବୋଧେ ମୁଁ ଆସିଛି....
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ....


ହୃଦୟରେ ସିଏ ମୋର ଘର କରିଛି
ସବୁବେଳେ ତା ନଜର ଲାଗି ରହିଛି
କୁଆଡେ ମୁଁ ଟିକେଗଲେ ସିଏ ବୁଝୁଛି
ଆସିବା ବାଟକୁ ମୋର ଚାହିଁ ରହୁଛି
ଦେଖିଲେ ମୋତେ ହସି ହସିକି
ଦେଖିଲେ ମୋତେ ହସି ହସିକି
ଲାଜେଇକି ସିଏ କିଛି କହୁଛି....
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ
ପ୍ରିୟାର ସେ ନାଲି ଓଠ କହିଦଉଛି ସେ ମୋତେ
ଭଲ ପାଇବାର ମିଠା କେତେ...
A zene stílusa
Folk, gentle mid-tempo sway, warm pad, steady bass, lyrical saxophone phrases, gentle plate reverb, male voice with a tender melodic delivery

Talán tetszene

Kapcsolódó lejátszási lista

A dal borítója Танец каблуков
v4

Készítette: Svetlana Sapozhnikova Suno AI

A dal borítója Não Nasci Pra Parar
v4

Készítette: Ben Hur Oliveira Suno AI

A dal borítója Ha rózsa lennék
v4

Készítette: Rita Lohner Suno AI

A dal borítója Mikor leírtad
v4

Készítette: Laura Mátyás Suno AI