Priyar allashi

48

由Ramachandra Parida 使用Suno AI

Priyar allashi
v4

@Ramachandra Parida

Priyar allashi
v4

@Ramachandra Parida

lyrics
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ
ପ୍ରିୟାର ସେ ନାଲି ଓଠ କହିଦଉଛି ସେ ମୋତେ
ଭଲ ପାଇବାର ମିଠା କେତେ
ଏଇଠି ଅଛି ଏଇଠି ନାହିଁ
ଏଇଠି ଅଛି ଏଇଠି ନାହିଁ
କରିଦିଏ ଆନମନା ମୋତେ...
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ....


ହାତଧରି ଚାଲିବାକୁ ଶପଥ କରିଛି
ଜୀବନକୁ ମୋ ପାଖରେ ଅଜାଡି ଦେଇଛି,
ମନକୁ ସେ ମୋ ପାଖରେମିଶେଇ ଦେଇଛି
ଛାଡିବାକୁ କେବେ ସିଏ ମନା କରୁଛି....
କାହିଁକି ମୋତେ ପାଗଳ କଲା
କାହିଁକି ମୋତେ ପାଗଳ କଲା
ତା ପାଇଁକି ବୋଧେ ମୁଁ ଆସିଛି....
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ....


ହୃଦୟରେ ସିଏ ମୋର ଘର କରିଛି
ସବୁବେଳେ ତା ନଜର ଲାଗି ରହିଛି
କୁଆଡେ ମୁଁ ଟିକେଗଲେ ସିଏ ବୁଝୁଛି
ଆସିବା ବାଟକୁ ମୋର ଚାହିଁ ରହୁଛି
ଦେଖିଲେ ମୋତେ ହସି ହସିକି
ଦେଖିଲେ ମୋତେ ହସି ହସିକି
ଲାଜେଇକି ସିଏ କିଛି କହୁଛି....
ପ୍ରିୟାର ଅଳସୀ ଆଖି, କହି ଦଉଛି ସେ ମୋତେ
ଭଲ ପାଇବାର ମଜା କେତେ
ପ୍ରିୟାର ସେ ନାଲି ଓଠ କହିଦଉଛି ସେ ମୋତେ
ଭଲ ପାଇବାର ମିଠା କେତେ...
音樂風格
Folk, gentle mid-tempo sway, warm pad, steady bass, lyrical saxophone phrases, gentle plate reverb, male voice with a tender melodic delivery

你可能會喜歡

歌曲的封面Dön Bana
v4

由 Mehdi Mehdi 使用 Suno AI 建立

歌曲的封面Diana
v4

由 Yaasirtje 使用 Suno AI 建立

歌曲的封面Don José Dolores
v4

由 Francisco Luján (bahianet1) 使用 Suno AI 建立

相關播放列表

歌曲的封面Rust on the Gate
v4

由 Владислав Мальований 使用 Suno AI 建立

歌曲的封面Оля с Динарой
v4

由 динара абуева 使用 Suno AI 建立

歌曲的封面Orgullo mexicano
v4

由 icaro aprende python 使用 Suno AI 建立