ରଙ୍ଗ ବତୀ

891

Musik skapad av jisun behera med Suno AI

ରଙ୍ଗ ବତୀ
v3.5

@jisun behera

ରଙ୍ଗ ବତୀ
v3.5

@jisun behera

Text
,ତୋତେ ଦେଖି ମନ ମୋର ହୁଏ ଛାଟିପିଟି
ଆଲୋ ମୋ ରଙ୍ଗ ବତୀ ,,,,,,ଆଲୋ ମୋର ରଙ୍ଗ ବତୀ ।
ଚାହାଣିରେ ତୋର କେତେ କାହାଣି,
ମନକୁ ମୋର ନଉଛୁକିଣି,,,,।
ରଙ୍ଗ ବତୀ ଆଲୋ ମାଳତୀ ହେନା
ତୋବିନା ମୋର ମନ ବୁଝେନା ,,।
କାଳେ କିଏ ନେଇଯିବ ତୋତେ ସାଉଁଟି,,
ଆଲୋ ମୋ ରଙ୍ଗ ବତୀ,,, ଆ ଲ ମୋର ରଙ୍ଗ ବତୀ
ତୁ ପରା ମୋର ସପନ ରାଣୀ,,।
ତୋ ବିନା ମୋର ଦିନ ସରେନି,,,।
ତୋ ପାଇଁ ଦୁନିଆ କୁ ଆସିଛି କାଳେ
ଫିକା ଫିକା ଲାଗେ ତୋତେ ନ ଦେଖିଲେ,,।
ତୁ ମୋର ଜୀବନର ଅଭୁଲା ଗୀତି ।।।।
ଆଲୋ ମୋ ରଙ୍ଗ ବତୀ,,,,,,ଆଲୋ ମୋର ରଙ୍ଗ ବତୀ
ସୁନେଲୀ କିରଣର ସୁନେଲୀ ଛବି
ରାତି ସରିଯାଏ ତୋ କଥା ଭାବି,,,,।
ଯେତେ ଭାବିଲେ ତୋ କଥା ସରୁନି
ଚାହିଁ ରହିଲେ ବି ଭଲ ଲାଗୁନି
କାହିଁକି କେ ଜାଣି ହେଲା ଏମିତି,,,,।।।
ଆଲୋ ମୋର ରଙ୍ଗ ବତୀ ଆ ଲୋ ମୋର ରଙ୍ଗ ବତୀ
Musikstil
Rock

Du kanske gillar

Cover av låten Семья на всех
v4

Skapad av Артем med Suno AI

Cover av låten Przy nim
v4

Skapad av Jerzyna K med Suno AI

Cover av låten أثرها في جيبي
v4

Skapad av Raafat Marouf med Suno AI

Cover av låten Powstań, ziemio moich przodków
v4

Skapad av fxtrader castellon med Suno AI

Relaterad spellista

Cover av låten Sipi Rupi Ház
v4

Skapad av László csaba Csaba váradi med Suno AI