ରଙ୍ଗ ବତୀ

916

Muziek gemaakt door jisun behera met Suno AI

ରଙ୍ଗ ବତୀ
v3.5

@jisun behera

ରଙ୍ଗ ବତୀ
v3.5

@jisun behera

Songteksten
,ତୋତେ ଦେଖି ମନ ମୋର ହୁଏ ଛାଟିପିଟି
ଆଲୋ ମୋ ରଙ୍ଗ ବତୀ ,,,,,,ଆଲୋ ମୋର ରଙ୍ଗ ବତୀ ।
ଚାହାଣିରେ ତୋର କେତେ କାହାଣି,
ମନକୁ ମୋର ନଉଛୁକିଣି,,,,।
ରଙ୍ଗ ବତୀ ଆଲୋ ମାଳତୀ ହେନା
ତୋବିନା ମୋର ମନ ବୁଝେନା ,,।
କାଳେ କିଏ ନେଇଯିବ ତୋତେ ସାଉଁଟି,,
ଆଲୋ ମୋ ରଙ୍ଗ ବତୀ,,, ଆ ଲ ମୋର ରଙ୍ଗ ବତୀ
ତୁ ପରା ମୋର ସପନ ରାଣୀ,,।
ତୋ ବିନା ମୋର ଦିନ ସରେନି,,,।
ତୋ ପାଇଁ ଦୁନିଆ କୁ ଆସିଛି କାଳେ
ଫିକା ଫିକା ଲାଗେ ତୋତେ ନ ଦେଖିଲେ,,।
ତୁ ମୋର ଜୀବନର ଅଭୁଲା ଗୀତି ।।।।
ଆଲୋ ମୋ ରଙ୍ଗ ବତୀ,,,,,,ଆଲୋ ମୋର ରଙ୍ଗ ବତୀ
ସୁନେଲୀ କିରଣର ସୁନେଲୀ ଛବି
ରାତି ସରିଯାଏ ତୋ କଥା ଭାବି,,,,।
ଯେତେ ଭାବିଲେ ତୋ କଥା ସରୁନି
ଚାହିଁ ରହିଲେ ବି ଭଲ ଲାଗୁନି
କାହିଁକି କେ ଜାଣି ହେଲା ଏମିତି,,,,।।।
ଆଲୋ ମୋର ରଙ୍ଗ ବତୀ ଆ ଲୋ ମୋର ରଙ୍ଗ ବତୀ
Stijl van muziek
Rock

Je houdt misschien van

Cover van het nummer Конь в пальто...
v4

Gemaakt door Светлана Вайвадене met Suno AI

Cover van het nummer Mujer organica
v4

Gemaakt door Roberty Blandino met Suno AI

Cover van het nummer Tgg
v4

Gemaakt door Валeнтин Касуха met Suno AI

Gerelateerde afspeellijst

Cover van het nummer Zabrałaś mi spokój
v4

Gemaakt door Jerzyna K met Suno AI

Cover van het nummer Mikor lesz szerencsém..
v4

Gemaakt door Alexander Tajthy - Hayos met Suno AI

Cover van het nummer Acélos Szél
v4

Gemaakt door Lajos Bézi met Suno AI