Tuma mane thila

701

Music Created By Ramachandra Parida With Suno AI

Tuma mane thila
v4

@Ramachandra Parida

Tuma mane thila
v4

@Ramachandra Parida

Lyrics
ତୁମ ମନେ ଥିଲା ଯଦି ଭାବନା ଏତେ
ଭଲ ପାଇବାର ମୂଲ୍ୟ ଭାବିନ କେବେ
ସପନକୁ ଭାଙ୍ଗି ତୁମେ ପାଉଛ ଖୁସି
କାନ୍ଦୁଛି ହୃଦୟ ଏଠି ତୁମେ ଦିଅ ହସି
ତୁମେ ବାଛିଲ ସୁନା ସଂସାର
ମୁଁ ହୋଇଗଲି ଯାଯାବର
ତୁମେ ବାଛିଲ ସୁନା ସଂସାର
ମୁଁ ହୋଇଗଲି ଯାଯାବର
କାହିଁ ଏତେ କଷ୍ଟ ଦେଲ ବୁଝିଛ କେବେ.....
ତୁମ ମନେ ଥିଲା ଯଦି ଭାବନା ଏତେ
ଭଲ ପାଇବାର ମୂଲ୍ୟ ଭାବିନ କେବେ.......
..........................................
ଭଲ ପାଇ ବାହା ହେଲ ଖୁସିରେ ରହିବ
ପାରିବେନି କେହି କହି
ଭୁଲ୍ ଠିକ୍ କେଉଁ କଥା ସବୁତ ଜାଣିଛ
ବୁଝି ମୁଁ ପାରିଲି ନାହିଁ
କେଉଁ ସ୍ନେହ ଦେଇ ମୁଁ ପାରିବି
ତୁମ ମନକୁ ବୁଝି ପାରିବି
କେଉଁ ସ୍ନେହ ଦେଇ ମୁଁ ପାରିବି
ତୁମ ମନକୁ ବୁଝି ପାରିବି
ଭାବି ଭାବି ଜୀବନମୋ ବିତୁଛି କେତେ.........
ତୁମ ମନେ ଥିଲା ଯଦି ଭାବନା ଏତେ
ଭଲ ପାଇବାର ମୂଲ୍ୟ ଭାବିନ କେବେ
............................................
ରାଣୀ ପରି ରଖିବ ସେ ଦେବନି ଦୁଃଖ
ମିଠା ମିଠା କଥା କହି
ମନ କଥା ବୁଝିବ ସେ ତୁମ ମନ ଜାଣି
ଗାଲକୁ ଆଉଁସି ଦେଇ
ଦେଇ ସତେ ପାରିବି ଏ ପ୍ରେମ
କେମିତି ରହିବ ତୁମ ମନ
ଦେଇ ସତେ ପାରିବି ଏ ପ୍ରେମ
କେମିତି ରହିବ ତୁମ ମନ
ଲାଭ ନାହିଁ ଭଲ ପାଇ ତୁମକୁ ଏତେ.....
ତୁମ ମନେ ଥିଲା ଯଦି ଭାବନା ଏତେ.....
ଭଲ ପାଇବାର ମୂଲ୍ୟ ଭାବିନି କେବେ......
ତୁମ ମନେ ଥିଲା ଯଦି ଭାବନା ଏତେ.....
ଭଲ ପାଇବାର ମୂଲ୍ୟ ଭାବିନି କେବେ......
Style of Music
Folk, female alto with rhythmic unison lines, tabla and dholak carrying close-miked hand percussion, saxophone phrases over pad and bass, intimate dry vocal texture, steady mid-tempo folk sway

You Might Like

Cover of the song Красная машинка
v4

Created By Julia Klochkova With Suno AI

Cover of the song Kom hit och välj
v4

Created By Niklas Andersson With Suno AI

Related Playlist

Cover of the song OD DZIŚ GRAM DLA SIEBIE
v4

Created By slawomir With Suno AI

Cover of the song محلاك
v4

Created By Namur Nkj With Suno AI