가사
[Soothing melody intro, Voice humming]
[Verse1]
ଭିନ୍ନ ଭିନ୍ନ ଭାବନା ରେ
ଭିନ୍ନ ଲାଗୁ ତୁ ମୋତେ ରେ
ସେଥି ପାଇଁ ସବୁ ବେଳେ
ବେଶୀ ଭାବେ ମୁଁ ତୋତେ ରେ ...
[Cross]
ଭିଡ ଥିଲା ହୃଦୟ ରେ
ତୁ ଆସିଲୁ ନୀରବ ରେ
ତୁ ଫୁଲ ଟିଏ ହେଲେ ମୁଁ ପାଗଳ ଭଅଁର..
[Hook]
ମନ ଖୋଲା ହସ ତୋର
କରିଲା କି କାରବାର ,
ନିଜର କରି ସେ ମୋତେ
ଛାତି ରେ କରିଲା ଘର
[Melodic interlude with violin, flute, piano, voice humming]
[Verse2]
[Cross]
[Hook]
음악 스타일
Romantic, dreamy, soothing, Sufi